ତାଜା ଖବର

1 min read

ଭୁବନେଶ୍ୱର: ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି  ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍‌ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ...

ଢେଙ୍କାନାଳ: ପୁଣି ହାତୀ ଉପଦ୍ରବ । ସଦରରେଞ୍ଜ ଅନ୍ତର୍ଗତ ଦୁଧକାଟୋନି ବେଲଗୁଣ୍ଠାରେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ହେଲେ ଗାଁର ସୀତା ଭୂୟାଁ ।

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ...

ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ...

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହ ଅଚଳ । ବିଧାନସଭା ସନ୍ଧ୍ୟା ୫ଟା ୩୦ ଯାଏଁ ମୁଲତବି । ଗୃହ ସୁପରିଚାଳନା ପାଇଁ ସନ୍ଧ୍ୟା ୫ଟାରେ...

ନବରଙ୍ଗପୁର: ପାପଡ଼ାହାଣ୍ଡି ନିକଟ ଡିଅର ପାର୍କ ନିକଟରେ ଓଲଟିଲା ବସ୍, ୨ ମୃତ । ୨୦ରୁ ଅଧିକ ଆହତ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ମେଡିକାଲ ସ୍ଥାନାନ୍ତର ।