ତାଜା ଖବର

ଜମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ । ବାନ୍ଦଜୁରେ ସେନାର ସର୍ଚ୍ଚ ଅପରେସନ୍‌ ଜାରି । କାଲି ସିଆରପିଏଫ୍‌ କ୍ୟାମ୍ପରେ...

ଆଜି ରଥଯାତ୍ରା ବନ୍ଦ ନିଷ୍ପତ୍ତି ବିରୋଧରେ ପୁର୍ନଆବେଦନର ଶୁଣାଣି... ଆଇନଗତ ଭାବେ ପଦକ୍ଷେପ ନେବେ ରାଜ୍ୟ ସରକାର

ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ ମିଷ୍ଟ୍ରି...୧୫ ଜଣଙ୍କର ବୟାନ ରେକର୍ଡ କଲା ମୁମ୍ବାଇ ପୋଲିସ... ୟଶରାଜ ବ୍ୟାନର ସହ ଚୁକ୍ତିପତ୍ରକୁ ନେଇ ଚାଲିଛି ତନାଘନା

ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ... ଏକାଦିନକେ ୩୦୪ ପଜିଟିଭ ଚିହ୍ନଟ... ଆଉ ୨ ମୁଣ୍ଡନେଲା ଭୂତାଣ

ଆଜିଠୁ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ...୧୧ଟି ଜିଲ୍ଲା ଠପ୍‌... ଜରୁରୀ ସେବାକୁ ଅନୁମତି... ଚାଲିବ ବସ୍‌ ଟ୍ରେନ ଉଡିବ ବିମାନ

କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।