ତାଜା ଖବର ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲ୍ଲା ପଞ୍ଚାୟତ ଅଫିସ ହେଡ କ୍ଲର୍କ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ହେଡ କ୍ଲର୍କ ବେଣୁଧର ଚାନ୍ଦଙ୍କ ଘରେ ଭିଜିଲାନ୍ସ ରେଡ । October 19, 2019 ')}
ତାଜା ଖବର ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଜଲି ଛକ ଠାରୁ ଜବତ କଲା ପୋଲସ । କଣ୍ଟେନର ସହ ୧୨ଜଣ ଗୋଚାଲଣକାରୀ ଗିରଫ । October 19, 2019 ')}
ତାଜା ଖବର ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେବାର ଭିଡିଓ ଭାଇରାଲ । ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ କିରାଣୀ ଲାଞ୍ଚ ନେଉଥିବା ଭିଡିଓରେ ସ୍ପଷ୍ଟ । ଶ୍ରମିକ ଚାଲାଣ ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିଲେ କର୍ମଚାରୀ । October 19, 2019 ')}
ତାଜା ଖବର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । October 19, 2019 ')}
ତାଜା ଖବର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ । October 19, 2019 ')}
ତାଜା ଖବର କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ । October 19, 2019 ')}
ତାଜା ଖବର ଟ୍ରେନ୍ ରେ କଟି ଯୁବତୀଙ୍କ ମୃତ୍ୟୁ । ମୃତକଙ୍କ ନାମ ମାମିନା ପ୍ରଧାନ । ଯୁବତୀ ଜଣଙ୍କ ନିମାପଡା ଗୋପ ଅଂଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ମୋବାଇଲ ଓ ଭ୍ୟାନିଟି ବ୍ୟାଗ ଜବତ । ରେଳବାଇ ପୋଲିସ୍ ତଦନ୍ତ କରୁଛି । October 18, 2019 ')}
ତାଜା ଖବର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ବିଭାଗ ଅଧିକାରୀ । ଢେଙ୍କାନାଳ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ । ବାଲେଶ୍ୱର ଡ୍ରେନେଜ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । October 18, 2019 ')}
ତାଜା ଖବର ସୁବର୍ଣ୍ଣପୁର:ବିଦ୍ୟୁତ୍ ନେଲା ବାପପୁଅଙ୍କ ଜୀବନ । ସୁବଳୟା ଥାନା ପିତାମହୁଲ ଗାଁ ବାଉରିଜୋର ଜଙ୍ଗଲରେ ଅଘଟଣ । ବାରହା ଶିକାର ପାଇଁ ୨ ପୁଅ ସହ ବାପା ଜଙ୍ଗଲକୁ ଯାଇ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ । ବାପା, ବଡ଼ ପୁଅ ମୃତ, ସାନ ଗୁରୁତର । October 18, 2019 ')}
ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ । ଜଣେ ଗୁରୁତର । October 18, 2019 ')}