ତାଜା ଖବର

ସାଲେପୁର: ଝିଅ ଜନ୍ମ ଦେଲାରୁ ମାଆକୁ ମାରିଦେଲେ । ଯୌତୁକ ରାଗ ଓ ଦୁଇଟି ଝିଅ ହେଲା ବୋଲି ବୋହୂକୁ ନିର୍ଯାତନା ଦେଇ ଜୀବନରୁ ମାରିଦେଲେ ଶାଶୂଘର...

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୧ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା...

ନୂଆଦିଲ୍ଲୀ: ଜୁମ୍ କଲରେ ୭୮୬ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେବା ପରେ ହରଡ଼ଘଣାରେ ପଡ଼ିଛି ବ୍ରିଟିଶ୍ ସପିଂ କମ୍ପାନୀ ପି ଆଣ୍ଡ ଓ ଫେରିଜ୍ ।...

ଇସଲାମାବାଦ: ପାକିସ୍ତାନ କ୍ଷମତା ଖେଳରେ ନୂଆ ଟ୍ୱିଷ୍ଟ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି...

ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ଲୁଟି ନେଲେ LED ବୋଝେଇ ଟ୍ରକ । ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲଇଡି ବୋଝେଇ ଟ୍ରକ ଲୁଟ୍ ହୋଇଥିବା ଅଭିଯୋଗ...

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ...

ଭୁବନେଶ୍ୱର: କଳିଙ୍ଗରେ ଆଜି ପୁଣିଥରେ ଇଂଲଣ୍ଡ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଭାରତ । ଏଫଆଇଏଚ୍ ପ୍ରୋ ଲିଗ ହକିରେ ଆଜି ପୁଣି ଥରେ ଇଂଲଣ୍ଡ ବିପକ୍ଷରେ ଖେଳିବ...

ପୁରୀ: ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ଚୁଲି । ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ୨...

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ...

ନୀଳଗିରି: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ପୁଣି ଜନବସତି ମୁହାଁ ଗଜରାଜ । ବନ ବିଭାଗର ଅପାରଗତାକୁ ନେଇ ଗାଁରେ ଉତ୍ତେଜନା...