ତାଜା ଖବର

ଚେନ୍ନାଇ: ବହିଷ୍କୃତ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳାଙ୍କ ୧୧ଟି ସମ୍ପତ୍ତିକୁ ଜବତ କଲା ଆୟକର ବିଭାଗ। ତାମିଲନାଡୁର ପାୟନୁର ଗ୍ରାମରେ ଥିବା ୨୪ ଏକର ଜମିକୁ ୧୯୯୧ରୁ...

1 min read

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସରକାର ଗଢିଛି ତାଲିବାନ । ନୂଆ ସରକାରର ଅନେକ ମନ୍ତ୍ରୀ ବିବାଦୀୟ ପ୍ରେଫାଇଲ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ...

ଫତେହାବାଦ: ହରିୟାଣାର ଫତେହାବାଦ ଜିଲ୍ଲାରେ ଜଣେ ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ପୂରା କ୍ଲାସକୁ ଦଣ୍ଡ ଭୋଗିବାକୁ ପଡିଛି। ଖାଲି ଏତିକି ନୁହେଁ ଭୁଲ୍ ପାଇଁ ଛାତ୍ରଙ୍କୁ ମାଡ଼...

1 min read

ଗୗେହାଟି: ଆସାମର ବ୍ରହ୍ମପୁତ୍ର ନଦୀରେ ଅଘଟଣ । ବ୍ରହ୍ମପୁତ୍ର ନଦୀର ନିମତି ଘାଟରେ ଡଙ୍ଗା ବୁଡି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ବୁଡି ଯାଇଥିବା ଆଶଙ୍କା କରାଯାଉଛି...

ମସ୍କୋ: ଋଷର ଜରୁରୀକାଳୀନ ମନ୍ତ୍ରୀ ୟେଭଗେନି ଜିନିଚେଭଙ୍କର ମୃତ୍ୟୁ ଘଟିଛି। ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।...

1 min read

ଲଣ୍ଡନ: ଆସନ୍ତା ବର୍ଷ ଜୁଲାଇରେ ଲଣ୍ଡନରେ ମ୍ୟାଚ୍ ଖେଳିବ ଭାରତୀୟ କ୍ରିକେଟ୍ ଦଳ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ପକ୍ଷରୁ ୨୦୨୨ର ଘରୋଇ...

1 min read

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ସରକାର ଗଠନ କରିଛି । ହେଲେ ପଞ୍ଜଶୀରର ଯୋଦ୍ଧା ମାନେ ଏହାକୁ ମାନିବାକୁ ନାରାଜ। ଆଉ ଏବେ...

ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିବା ଦାୟିତ୍ୱ ପଡିଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଏଥିସହ ଧର୍ମେନ୍ଦ୍ରଙ୍କ...

1 min read

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ପାକିସ୍ତାନ ପଳାଇଥିବା ୨୦୦ ଆଫଗାନି ନାଗରିକଙ୍କୁ ଫେରାଇ ଦେଇଛି ପାକିସ୍ତାନ । ଯେଉଁଥିରେ ମହିଳା ଓ ଶିଶୁ...

ନୂଆଦିଲ୍ଲୀ: ଭାରତୀୟ ସେନା, ନୌସେନା ଓ ବାୟୁ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ। ଏନେଇ  ତିନି ବାହିନୀର ମୁଖ୍ୟ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ନିକଟରେ ଏସମ୍ପର୍କରେ...