ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା

1 min read
Patna Conspiracy Was Hatched To Kill Bengal BJP Leader Manish Shukla In Beur Jail

ବାଙ୍କୀ ବୈଦେଶ୍ୱର ଥାନା ମଧୁଆପଲି ମଠ ନିକଟରେ ହତ୍ୟାକାଣ୍ଡ । ମଣିପୁର ଗାଁର ଅର୍ଜୁନ ବଳିୟାର ସିଂହଙ୍କୁ ଗୁଳିକରି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା ।  ୭ ରୁ ୮ ଯୁବକ ତାଙ୍କୁ ଘରୁ ଉଠାଇ ଆଣି ଗୁଳିମାଡ କରିଥିବା ବୈଦେଶ୍ୱର ଥାନା ପୋଲିସ ସୂଚନା ଦେଇଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଛାନଭିନ ଜାରି ରହିଛି । ')}

Leave a Reply