Water logging odisha

କଟକ: ସହର ଉପକଣ୍ଠରେ ପଶିଲା ବନ୍ୟାଜଳ । କହ୍ନେଇପୁର, ଭଦିମୂଳ, ଗତିରାଉତପାଟଣା ତଳି ଅଞ୍ଚଳରେ ମାଡ଼ିଗଲା ପାଣି । ଜନବସତିରେ ପଶିଛି ବଢିପାଣି । ଜଳବନ୍ଦୀ ଅବସ୍ଥାରେ...