#reasonablecost

ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ନେବା ଆଣିବା କରୁଥିବା ଆମ୍ୱୁଲାନ୍ସ ସେବା ଯୋଗାଣକାରୀଙ୍କ ପକ୍ଷରୁ ମାତ୍ରାଧିକ ଟଙ୍କା ଚାର୍ଜ କରାଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।...