Odisha Assembly poll

ଭୁବନେଶ୍ୱର : ବିଜେଡି ବୁଧବାର ଦିନ ବିଧାନସଭା ପାଇଁ ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ।...