MP Dr. Sasmit Patra

ନୂଆଦିଲ୍ଲୀ: ନେତୃତ୍ବ ଦେବାରେ ମହିଳାଙ୍କ ଭୂମିକାକୁ ପ୍ରାଧାନ୍ୟ ଦେବା ନେଇ ରାଜ୍ୟ ସଭାରେ ପୁଣି ପ୍ରସ୍ତାବ ଉଠାଇଲେ ସାଂସଦ ସସ୍ମିତ । ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉ...