Father Daughter Playing

ନନ୍ଦିଘୋଷ ବ୍ୟୁରୋ: ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା । ସମୁଦ୍ରର ୭୦ ଫୁଟ ତଳେ ସାର୍କ ସହ ଜଳକ୍ରୀଡ଼ା । ଦୁବାଇରେ ରହୁଥିବା ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ...