Covacine

ଭୁବନେଶ୍ୱର: ଭାରତର ନିଜସ୍ୱ କରୋନା ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭୁବନେଶ୍ୱର ‘ସମ୍’ ହସ୍ପିଟାଲରେ ଆରମ୍ଭ ହୋଇଯାଇଛି । ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର...