Andhra pradesh cyclone

ଅମରାବତୀ: ଭୟଙ୍କର ହେଉଛି ବାତ୍ୟା ମିଗଜୋମ୍। ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ । ସଜାଗ ରହିଛି ଓଡ଼ିଶା । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟକୁ ଅରେଞ୍ଜ ଆଲର୍ଟ।...