ଓଡ଼ିଶା

କୋରାପୁଟ: କୋଲାବ ଜଳ ଭଣ୍ଡାରରୁ ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଜଳ ଭଣ୍ଡାରର ପୋଲ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।...

ଗଞ୍ଜାମ: ଆଇପିଏଲ ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ...

ଭୁବନେଶ୍ୱର: ହକିକୁ ମିଳିବ ଅଧିକ ଗୁରୁତ୍ବ । ରାଜ୍ୟରେ ହକି କ୍ରେଜ ବଢ଼ାଇବାକୁ ସରକାର ସ୍କୁଲସ୍ତରରେ ହିଁ ହକିକୁ େଫାକସ୍ କରିବେ ।  ସବୁ ସ୍କୁଲରେ ଖେଳାଯିବ...

ଭୁବନେଶ୍ୱର: ଚାନ୍ଦା ନଦେବା ପଡ଼ିଲା ମହଙ୍ଗା । ଦଳିତ ଯୁବକ ପୂଜା ପାଇଁ ୫ ଶହ ଟଙ୍କା ଚାନ୍ଦା ଦେବାକୁ  ମନା କରିବାରୁ ସସମ୍ତଙ୍କ ସାମ୍ନାରେ ଛେପରେ...

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପକୁ କେନ୍ଦ୍ର ସଂସଦୀୟ ଟିମର ପ୍ରଶଂସା । ଶ୍ରୀମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି | କେନ୍ଦ୍ର ସରକାରଙ୍କ ସଂସ୍କୃତି,...

1 min read

ଭୁବନେଶ୍ୱର: ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୨୮ଟି ସବଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବି ସୃଷ୍ଟି ହୋଇଛି ।...

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ...

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ। ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା...

କଟକ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ...

ମାଲାକାନଗିରି: ଜଳଛତ୍ର ମାଠିଆରେ ବିଷ ମିଶାଇଲେ ଦୁର୍ବୁତ୍ତ । ବିଷ ପାଣି ପିଇ ୩ ଗୁରୁତର କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମାଲାକାନଗିରି...