ଓଡ଼ିଶା

କେନ୍ଦୁଝର: ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ୬ଘଣ୍ଟା ତାଲା ପକାଇଲେ ଅଞ୍ଚଳବାସୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।...

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଳ ଭଣ୍ଡାରର ବାମ ପଟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି। ଦିନ ୧୧ଟାବେଳେ...

ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି।...

କୋରାପୁଟ: କୋରାପୁଟର ଦସମନ୍ତପୁରରେ ଦେଖିବାକୁ ମିଳିଛିୁୀଦହଜ । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁମ୍ବାଗୁଡା ପଞ୍ଚାୟତ ହାତିମୁଣ୍ଡା...

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା , ଲଗାତାର ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗୋଟେପଟେ ସଂକ୍ରମଣ କମିବାରେ ଲାଗିଛି ଓ ଅନ୍ୟପଟେ...

ଭୁନେଶ୍ୱର: ଏକମାସରୁ ଅଧିକ ଦିନ ହେଲାଣି ରାଜ୍ୟକୁ ମୌସୁମୀ ଆସିଲାଣି ହେଲେ ବର୍ଷା  ହେଉନାହିଁ, ଫଳରେ ଚିନ୍ତାରେ ପଡ଼ିଲେଣି ଚାଷୀ। ଜୁନ୍ ପହିଲାରୁ ରାଜ୍ୟରେ ମୌସୁମୀ ସକ୍ରିୟ...

ବଲାଙ୍ଗୀର: ପୁଣି ପଦାରେ ପଡ଼ିଲା ବଲାଙ୍ଗୀର ବିଜେପିର ଗୋଷ୍ଠୀ କନ୍ଦଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ମିଛ ଅଭିଯୋଗ ନେଇ ଆନ୍ଦୋଳନ ବେଳେ ସାମ୍ନାକୁ ଆସିଛି ଦୁଇ...

ଭୁବନେଶ୍ୱର : ଚଳିତ ଖରିଫରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଜୁଲାଇ ୧୫ରୁ ନାମ ପଞ୍ଜିକରଣ ଆରମ୍ଭ ହେବ।...

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । କରୋନା ପଜିଟିଭ ହାର ବର୍ତ୍ତମାନ ୩ ପ୍ରତିଶତକୁ ଖସିଲାଣି । ୨୬ଟି ଜିଲ୍ଲାରେ ପଜିଟିଭ ହାର ୫ ପ୍ରତିଶତ...

ଭୁବନେଶ୍ୱର: ରାଜ୍ୟରେ ଟଳୁ ନାହିଁ ଟିକା ସଂକଟ। କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ମାତ୍ର ୪ଟି ଜିଲ୍ଲାରେ...