ଭୁବନେଶ୍ବର: ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା। ହକି ବିଶ୍ବକପରେ ଭାଗ ନେଉଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ...
ହାଇଲାଇଟ୍ ସମ୍ବାଦ
ଭୂବନେଶ୍ବର: ରାଜ୍ୟ ସରକାର ବିଏସକେଓ୍ବାଇ ଜାଲିଆାତିରେ ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ । କଟକର ସାଉଥ ପଏଣ୍ଟ ହସ୍ପିଟାଲକୁ ବିଏସକେଓ୍ବାଇ ସେବା ତାଲିକାରୁ ବାଦ ଦିଆଯାଇଛି । ସେଠାରେ...
ଭୁବନେଶ୍ୱର: ଆରମ୍ଭ ହେଲା ହକି ବିଶ୍ୱକପ । ଚଳିତ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା...
ଭୁବନେଶ୍ବର: ଜବ ବଢେଗା ଏକ କଦମ ବଦଲାବ କି ତରଫ ତବ ବନେଗି ନୟି ମିଶାଲ୍ । ଏହା କୌଣସି ହିନ୍ଦୀ ଫିଲ୍ମର ଦମଦାର ଡାଇଲଗ ନୁହେଁ...
କଟକ: ମିଳିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ । କଟକ ଜିଲ୍ଲା ଆଠଗଡ଼ ବ୍ରାହ୍ମଣବସ୍ତା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ...
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ।...
ଭୁବନେଶ୍ବର: ଆଜିଠୁ ହକି ବିଶ୍ବକପ । କମ୍ପିବ କଳିଙ୍ଗ, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍ । ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ...
ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ୨୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ ୩୫୦ ଷ୍ଟଲକୁ ନେଇ ଚାଲିବ...
ଗୁରୁଗ୍ରାମ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ । ବିୟୋଗ ନେଇ ଝିଅ ସୁଭାଷିନୀ ଦେଲେ ସୂଚନା । ୭୫ ବର୍ଷ ବୟସରେ ଶରଦ...
ପୁରୀ: ଜାତୀୟ ପତାକାକୁ ଅସମ୍ମାନ ପଡିଲା ମହଙ୍ଗା । କାର୍ଯ୍ୟରୁ ନିଲମ୍ବନ ହେଲେ ପୁରୀ ଜିଲ୍ଲା ଗୋପ ସିମିଳି ପଞ୍ଚ।ୟତର ଗ୍ରାମସେବକ ପ୍ରଶାନ୍ତ କୁମାର ସ୍ବାଇଁ ।...