ତାଜା ଖବର କଟକ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ସୂତାହାଟ ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଉଦ୍ଧାର ଶିଶୁକନ୍ୟାଟି ଜୀବିତ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟା ଉଦ୍ଧାର । ଶିଶୁକନ୍ୟା କଟକ ଶିଶୁ ଭବନରେ ଭର୍ତ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା । October 22, 2019 ')}
ତାଜା ଖବର ଭୁବନେଶ୍ୱର ବମିଖାଲ କେନାଲ ରୋଡରୁ ଏକ ସଦ୍ୟଜାତ ଶିଶୁକୁ ଉଦ୍ଧାର କଲା କମିଶନରେଟ ପୋଲିସ। October 22, 2019 ')}
ତାଜା ଖବର ରାଉରକେଲା : ସେକ୍ଟର ୨ ବେଆଇନ ସ୍କ୍ରାପ ଗୋଦାମରେ ଚଢାଉ । ଖରିଆବାହାଲ ବସ୍ତିରେ ଚାଲିଥିଲା ବେଆଇନ ସ୍କ୍ରାପ ଗୋଦାମ । ଗୋଦାମ ମାଲିକ କପିଳ ସିଂହଙ୍କ ସହ ଜଣେ କର୍ମଚାରୀ ଅଟକ । October 22, 2019 ')}
ତାଜା ଖବର ଜିଲ୍ଲା ଗସ୍ତ ବେଳେ ଅନାଥାଶ୍ରମ ଓ ସ୍କୁଲରେ ମଧ୍ୟାହ୍ନ ଭୋଜନ କରନ୍ତୁ ମନ୍ତ୍ରୀମାନେ: ନବୀନ ପଟ୍ଟନାୟକ October 22, 2019 ')}
ତାଜା ଖବର ବାଲେଶ୍ୱର : ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ନୀଳଗିରି ଥାନା ଗୋପୀନାଥପୁର ନୂଆସାହି ଗାଁର ଘଟଣା । ନୀଳଗିରି ଥାନରେ ଆତ୍ମସମର୍ପଣ କଲା ସ୍ୱାମୀ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । October 22, 2019 ')}
ତାଜା ଖବର କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ସ୍ୱତନ୍ତ୍ର ୱାର୍ଡରେ ୬୦ ରୋଗୀ ଚିକିତ୍ସାଧିନ । ୮୨ ଜଣଙ୍କ ନମୁନାରୁ ୧୬ ଡେଙ୍ଗୁ ରୋଗୀ ଚିହ୍ନଟ । October 22, 2019 ')}
ତାଜା ଖବର ଓଟିଇଟି ପରୀକ୍ଷା ବିଭ୍ରାଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ନଭେମ୍ୱର ୨୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇଁ ନିର୍ଦ୍ଦେଶ । ପରୀକ୍ଷା ପରିଚାଳନା ତ୍ରୁଟି ସୁଧାରିବା ପାଇଁ ବୋର୍ଡକୁ ନିର୍ଦ୍ଦେଶ । ଓଟିଇଟି ପ୍ରଶ୍ନପତ୍ର ଭୁଲଥିବା ସ୍ୱୀକାର କଲେ ମନ୍ତ୍ରୀ । ରିଚେକିଂ ପାଇଁ ପରୀକ୍ଷାର୍ଥୀ ଦେଇଥିବା ଟଙ୍କା ଫେରସ୍ତ ହେବ । October 21, 2019 ')}
ତାଜା ଖବର ବିଭିନ୍ନ ଏକଜିଟ୍ ପୋଲର ଆକଳନ ମହାରାଷ୍ଟ୍ର ଓ ହରିୟାଣାରେ ପୁଣି ଏନଡିଏ ସରକାର । ମହାରାଷ୍ଟ୍ରର ୨୮୮ ଆସନରୁ ବିଜେପି-ଶିବସେନା ମେଣ୍ଟ ୨୩୦, କଂଗ୍ରେସ-ଏନସିପି ୪୮ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ପାଇବା ଆକଳନ । ହରିୟାଣାର ୯୦ ଆସନରୁ ବିଜେପି ୭୧, କଂଗ୍ରେସ ୧୧ ଓ ଅନ୍ୟ ଦଳ ୮ଟି ଆସନ ପାଇବା ପୂର୍ବାନୁମାନ October 21, 2019 ')}
ତାଜା ଖବର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲୋ ପ୍ରେସର, ୨୩ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର । October 21, 2019 ')}