ତାଜା ଖବର ବିପଦ ସଙ୍କେତ ଉପରେ ଜଳକା ନଦୀ । ମଥାନୀଠାରେ ବିପଦ ସଙ୍କେତ ୫.୫୦ମିଟର । ବନ୍ୟା ଆଶଙ୍କାରେ ନଦୀ କୁଳିଆ ଗ୍ରାମ ବାସୀ । October 25, 2019 ')}
ତାଜା ଖବର କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର । ଲଗାଣ ବର୍ଷା କାରଣରୁ ଜଳେଶ୍ୱର ବ୍ଲକ ଭତୁଆ ଗ୍ରାମରେ କାନ୍ଥା ଭୁଶୁଡ଼ି, ବାପା ମୃତ, ମା ଓ ଝିଅ ଗୁରୁତର । October 25, 2019 ')}
ତାଜା ଖବର ବଡ଼ମାଲଥାନା ବିଜୁ ଏକ୍ସପ୍ରେସ ଓ୍ୱେ’ରେ ବାଇକକୁ ଧକ୍କା ଦେଲା ଟ୍ରକ୍।ଘଟଣାସ୍ଥଳରେ ୨ ମୃତ ।ମୃତକଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ବଡମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । October 25, 2019 ')}
ତାଜା ଖବର ରାଜ୍ୟରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପ୍ରୟାସ । ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୨୯୯ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୮୩୩ ଜଣ ଅଧ୍ୟାପକ ଚଳିତବର୍ଷ ଚୟନ ହୋଇଛନ୍ତି । ନଭେମ୍ବର ସୁଦ୍ଧା ଶେଷ ହେବ ନିଯୁକ୍ତି ପ୍ରକ୍ରିୟା । October 25, 2019 ')}
ତାଜା ଖବର ପୁରୀର ଲୋକନାଥ ମନ୍ଦିର ଜଳବନ୍ଦୀ । ମନ୍ଦିର ବେଢ଼ା ଓ ଗମ୍ଭୀରାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି । October 25, 2019 ')}
ତାଜା ଖବର ଲକ୍ଷ୍ମୀସାଗର ଥାନା ବୁଲିଲେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ପୋଲିସ କିଭଳି ପିପୁଲ ଫ୍ରେଣ୍ଡଲି ହୋଇପାରିବ ସେନେଇ ଆଲୋଚନା କଲେ ମନ୍ତ୍ରୀ । October 25, 2019 ')}

ତାଜା ଖବର ପଦ୍ମପୁର ମାର୍କେଟ ୟାର୍ଡରେ ବିଜେପୁର ଉପନିର୍ବାଚନ ଭୋଟ୍ ଗଣତି ଜାରି, କଡ଼ା ସୁରକ୍ଷା ବ୍ୟବସ୍ଥା October 24, 2019 ')}
ତାଜା ଖବର ୧୧ ରାଉଣ୍ଡ ସୁଦ୍ଧା ବିଜେଡି ବିଜେପୁରରେ ୫୬,୧୨୬ ଖଣ୍ଡ ଭୋଟରେ ଆଗୁଆ । ବିଜେଡି-୭୭,୩୫୯ ବିଜେପି-୨୧,୨୩୩ କଂଗ୍ରେସ-୩,୦୭୪ । October 24, 2019 ')}