ତାଜା ଖବର ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ୨୦୧୭ରେ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ । ମଧୁ କୋଡା, ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ। November 15, 2019 ')}
ତାଜା ଖବର ରାଜଧାନୀ ଉପକଣ୍ଠ ଚନ୍ଦକା ମହୁଲମାଜଣାରୁ ୪୦୦ ଲିଟର ମହୁଲି ମଦ ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବିକ୍ରି ପାଇଁ ଯିବାବେଳେ ଅବକାରୀ ବିଭାଗର ଚଢ଼ାଉ । November 15, 2019 ')}
ତାଜା ଖବର ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ଅଳଙ୍କାର, ପୂଜା ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ଜିନିଷ । ନିଆଁ ଆୟତ୍ତ କଲା ଧାମନଗର ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । November 15, 2019 ')}
ତାଜା ଖବର ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ । ବିଜୁ ଜନତା ଦଳର ସାଧାରଣ ସଂପାଦକ (ସଂଗଠନ) ହେଲେ ପ୍ରଣବ । ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମାଙ୍କୁ ସାଧାରଣ ସଂପାଦକ (ମୁଖ୍ୟ କାର୍ଯ୍ୟାଳୟ)ର ଦାୟିତ୍ୱ । November 15, 2019 ')}
ତାଜା ଖବର ଲେମନ ଟିଭି ଏଣ୍ଟରଟେନମେଣ୍ଟ ପ୍ରା.ଲିଃର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ଆରିଫକୁ ଗିରଫ କଲା ଇଡି । ଚିଟଫଣ୍ଡ କମ୍ପାନି ଫାଇନ୍ ଇଣ୍ଡିସେଲ ଆକାଉଣ୍ଟରୁ ୨୫ କୋଟି ଟଙ୍କା ଟ୍ରାନ୍ସଫର ଘଟଣାରେ ଗିରଫ । ପୂର୍ବରୁ ହାଜର ପାଇଁ ବାରମ୍ବାର ଇଡିର ସମନ ପରେ ବି ହାଜର ହେଉନଥିଲେ ମହମ୍ମଦ ଆରିଫ । November 14, 2019 ')}
ତାଜା ଖବର ନୂଆଦିଲ୍ଲୀ: ପୁଣି ବଢ଼ିଲା ବାୟୁ ପ୍ରଦୂଷଣ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଦିଲ୍ଲୀ-ଏନସିଆରର ସମସ୍ତ ସ୍କୁଲ । November 14, 2019 ')}
ତାଜା ଖବର ଇନ୍ଦୋର ଷ୍ଟାଡିୟମରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶର ନିଷ୍ପତ୍ତି । November 14, 2019 ')}
ତାଜା ଖବର କେନ୍ଦୁଝର: ଝୁମ୍ପୁରା ଥାନା ପାଟବିଳାରେ ଡବଲ ମର୍ଡର । ହାଟରୁ ଫେରୁଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି । ଶୁକ୍ରବାର ହତ୍ୟା କରି ମାଟିତଳେ ପୋତି ଦେଇଥିଲେ ଦୁର୍ବୃତ୍ତ । November 14, 2019 ')}
ତାଜା ଖବର ଗୁଣପୁର: ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ମିଳିତ ସର୍ଚ୍ଚ ଅପରେସନ ବେଳେ ଠାବ କଲେ ଏସଓଜି ଓ ଡିଭିଏଫ ଯବାନ । କ୍ୟାମ୍ପରୁ ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ ଜବତ । ଘଟଣାସ୍ଥଳରେ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ଯବାନ । କ୍ୟାମ୍ପରୁ ମାଓବାଦୀଙ୍କ ଛତ୍ରଭଙ୍ଗ । November 14, 2019 ')}
ତାଜା ଖବର ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଅଫିସ୍ ଓ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ରେଡ୍ । November 14, 2019 ')}