ତାଜା ଖବର

କଟକ: ବାଦାମବାଡ଼ିର ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ । ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଭୁବନେଶ୍ୱର: ବ୍ରାଉନ୍ ସୁଗର ବେପାରକୁ ବିରୋଧ କରିବାରୁ ଆକ୍ରମଣ । ଗ୍ୟାରେଜ ଛକ ରାଜାରାଣୀ ବସ୍ତିରେ ଦମ୍ପତିଙ୍କ ଆକ୍ରମଣରେ ୨ ଯୁବକ ଆହତ ଅଭିଯୋଗ ।

ରାଉରକେଲା: କୋଟି କୋଟି ଟଙ୍କା ଟିକସ ଫାଙ୍କି ଅଭିଯୋଗରେ ୨ ଜଣ ବ୍ୟବସାୟୀ ଉଦିତନଗର ଥାନାରେ ଅଟକ । ଜିଏସଟି ବିଭାଗ ପକ୍ଷରୁ ପଚରାଉଚରା ଜାରି ।

କେନ୍ଦୁଝର: ପାଟଣା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । କିଛିଦିନ ଧରି ସ୍ନାୟୁ ଜନିତ...

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ମାର୍ଚ୍ଚ ମାସରୁ ଆରମ୍ଭ ହେବ ଏସସିବିର ଦ୍ୱିତୀୟ କ୍ୟାମ୍ପସ୍ କାମ, ୬ ଲେନ୍ ବିଶିଷ୍ଟ ହେବ ରିଂ...

ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଚେତାବନୀ । ଘରୋଇ କୋଚିଂ ଦେଉଥିଲେ ଆଉ ମିଳିବନି ନିସ୍ତାର ।...

କଟକ: ଜାତୀୟ ହକି ଚାମ୍ପିଅନସିପରୁ ଓଡ଼ିଶା ହକି ବାଦ୍ ପଡ଼ିବା ପ୍ରସଙ୍ଗ । ହକି ଓଡ଼ିଶାକୁ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଧାରିତ ସମୟରେ...

ପୁରୀ: ଶ୍ରୀକ୍ଷେତ୍ରରେ ୧୫ ଜଣିଆ ସଂସଦୀୟ କମିଟି । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ସ୍ୱାଗତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସଂସଦୀୟ...