ତାଜା ଖବର

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ନେଇ କୋର୍ଟରେ ମାମଲା । ପୁରୀ ଏସଡିଜେଏମ୍ କୋର୍ଟରେ ଅପରାଧିକ ମାମଲା ରୁଜୁ କଲା ଜଗନ୍ନାଥ ସେନା ।

ବୌଦ୍ଧ: ବାଉଁଶୁଣୀ ଲୋକ ମହୋତ୍ସବ ପଡ଼ିଆରେ ନିଆଁ । ଗ୍ୟାସ୍ ବେଳୁନର ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ୪ରୁ ୫ଟି...

ପାରାଦୀପ: ଗଡ଼ ଲୋକନାଥ ମନ୍ଦିର ଗଡ଼ାରେ ଦୁର୍ଘଟଣା । ଟ୍ରକ ପଛରେ ପିଟିହେଲା କାର, ଜଣେ ମୃତ । ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର । ମୃତକ...

ଭୁବନେଶ୍ୱର: କିଡନୀ ଦାନ କରି ଅନ୍ୟ ଜୀବନ ବଞ୍ଚାଇଥିବା ମୃତ ପ୍ରିୟଙ୍କାରାଣୀଙ୍କ ପରିବାର ସୂରଜ ଯୋଜନାରେ ସାମିଲ ହେବ । ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ...

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା...

ଢେଙ୍କାନାଳ: ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀ ଦଳିତବସ୍ତି ନିକଟରୁ ନାବାଳକର ମୃତଦେହ ଠାବ । ମୃତକ ମକୁ ନାୟକ, ହତ୍ୟା ଅଭିଯୋଗ ।୩ ଜଣଙ୍କୁ...

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ଅଯୋଧ୍ୟା ରାମ ମନ୍ଦିର ବିକାଶ ପାଇଁ ଯୋଜନା କରିଛୁ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନାଁରେ ଟ୍ରଷ୍ଟ...

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ନୋଟିସ୍ ପଠେଇବୁ କି ନାହିଁ, ଅନୁଧ୍ୟାନ କରୁଛୁ । ଦରକାର ପଡ଼ିଲେ...

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା...