ତାଜା ଖବର

ଢେଙ୍କାନାଳ: ଗେଙ୍ଗୁଟିଆ ଭୋଜଦେଇପୁର ଆଖୁ କିଆରୀରେ ଅଗ୍ନିକାଣ୍ଡ । ୧୫ ଏକର ଆଖୁଚାଷ ପୋଡ଼ି ନଷ୍ଟ । ଆୟତ୍ତ ହୋଇପାରୁନି ନିଆଁ । ଅନ୍ୟ କିଆରୀକୁ ବ୍ୟାପୁଛି...

1 min read

ବେଙ୍ଗଳୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆକୁ ୭ ୱିକେଟରେ ଭାରତ ବିଜୟୀ । ୩ ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଲା ଭାରତ ।

ବେଙ୍ଗଳୁରୁ: ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ହାସଲ କଲେ ୯ ହଜାର ରନ୍ ।

ପୁରୀ: ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ବେଳେ ଅଘଟଣ । ଘର ଛାତ ଭୁଶୁଡ଼ି ଜେସିବି ଡ୍ରାଇଭର ଆହତ । ଆହତ ଲକ୍ଷ୍ମୀଧର ମୁଦୁଲି ପୁରୀ ମେଡିକାଲରେ ଭର୍ତ୍ତି...

ସମ୍ବଲପୁର: ଦେବଝରଣ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ମୃତକ ବୁର୍ଲା ଭିସୁଟ୍ ଇଞ୍ଜିନିୟରିଂ କଲେଜ ଛାତ୍ର ସୌମ୍ୟରଞ୍ଜନ ଦେହୁରିଆ ଓ ଅଭିଜିତ ସାମଲ...

1 min read

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜମି ଆହତ । ପୁଣେ-ମୁମ୍ବାଇ ଏକ୍ସପ୍ରେସ ହାଇୱେର କହଲପୁର ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଶବନା ଓ ତାଙ୍କ ଡ୍ରାଇଭର ସ୍ଥାନୀୟ...

ଖୋର୍ଦ୍ଧା: ବେଗୁନିଆ କଣ୍ଟାବାଡ଼ ରମାମଣି କଲେଜରେ ଅଧ୍ୟାପକଙ୍କ ଅଜବ କାରନାମା । ଛାତ୍ରଙ୍କ ଅଙ୍ଗୁଳି କାମୁଡ଼ିଦେଲେ ଅଧ୍ୟାପକ । କଲେଜରେ ଉତ୍ତେଜନା, ଗୋଟିଏ ରୁମରେ ଅଧ୍ୟାପକଙ୍କୁ ତାଲା...