ତାଜା ଖବର କଟକ ସାଲେପୁର କେନ୍ଦୁପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ । ୩ ଜଣ ବାଇକରେ ଯାଉଥିବା ବେଳେ ଅଜଣା ଗାଡ଼ି ସହ ହୋଇଥିଲା ଧକ୍କା । ମୃତ ୩ ଜଣଙ୍କର ପରିଚୟ ମିଳିପାରିନାହିଁ । October 23, 2019 ')}
ତାଜା ଖବର ରାଉରକେଲା : ସେକ୍ଟର ୨ ବେଆଇନ ସ୍କ୍ରାପ ଗୋଦାମରେ ଚଢାଉ । ଖରିଆବାହାଲ ବସ୍ତିରେ ଚାଲିଥିଲା ବେଆଇନ ସ୍କ୍ରାପ ଗୋଦାମ । ଗୋଦାମ ମାଲିକ କପିଳ ସିଂହଙ୍କ ସହ ଜଣେ କର୍ମଚାରୀ ଅଟକ । October 22, 2019 ')}
ତାଜା ଖବର ଜିଲ୍ଲା ଗସ୍ତ ବେଳେ ଅନାଥାଶ୍ରମ ଓ ସ୍କୁଲରେ ମଧ୍ୟାହ୍ନ ଭୋଜନ କରନ୍ତୁ ମନ୍ତ୍ରୀମାନେ: ନବୀନ ପଟ୍ଟନାୟକ October 22, 2019 ')}
ତାଜା ଖବର ବାଲେଶ୍ୱର : ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ନୀଳଗିରି ଥାନା ଗୋପୀନାଥପୁର ନୂଆସାହି ଗାଁର ଘଟଣା । ନୀଳଗିରି ଥାନରେ ଆତ୍ମସମର୍ପଣ କଲା ସ୍ୱାମୀ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । October 22, 2019 ')}
ତାଜା ଖବର କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ସ୍ୱତନ୍ତ୍ର ୱାର୍ଡରେ ୬୦ ରୋଗୀ ଚିକିତ୍ସାଧିନ । ୮୨ ଜଣଙ୍କ ନମୁନାରୁ ୧୬ ଡେଙ୍ଗୁ ରୋଗୀ ଚିହ୍ନଟ । October 22, 2019 ')}
ତାଜା ଖବର ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ ପ୍ରସଙ୍ଗ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା , ଘଟଣା ଦୁର୍ଭାଗ୍ୟଜନକ । ଘଟଣାର ତଦନ୍ତ କରୁଛି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ରିପୋର୍ଟ ଆସିଲା ପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । October 22, 2019 ')}
ତାଜା ଖବର ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି । ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । October 22, 2019 ')}
ତାଜା ଖବର ବାଲେଶ୍ୱର : ସୁଇପର ମାଡ଼ରେ ଲହୁଲୁହାଣ ହେଲେ ରୋଗୀ । ସମ୍ପୃକ୍ତ ରୋଗୀଙ୍କ ନାମ ପୁରୁଷୋତ୍ତମ ଜେନା । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଘଟଣାସ୍ଥଳରେ ପୋଲିସର ଦତନ୍ତ ଆରମ୍ଭ । October 22, 2019 ')}
ତାଜା ଖବର ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଗୃହ ସଚିବ ସଞ୍ଜିବ ଚୋପ୍ରା । ପ୍ରଥମ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ଛତୁଆ ଉତ୍ପାଦନ କେନ୍ଦ୍ର ପରିଦର୍ଶନ ସହ ହିତାଧିକାରୀଙ୍କ ସହ ଆଲୋଚନା । October 22, 2019 ')}
ତାଜା ଖବର କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପ୍ରସ୍ତୁତି । NDRFର ୧୫୦ ଜଣ ଯବାନଙ୍କୁ କେରଳ ପଠାଇଲା ଓଡ଼ିଶା । ବୋଟ୍, କଟର ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ପଠାଗଲା NDRF ଟିମ୍ । October 22, 2019 ')}