ଢେଙ୍କାନାଳ: NH-୫୫ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟରେ ବାଇକ୍-ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ । ମିଳିନି ମୃତ ବ୍ୟକ୍ତିଙ୍କ ପରିଚୟ ।
ତାଜା ଖବର
ଭୁବନେଶ୍ୱର: ଦେଶର ୬୫ଟି ଟୋଲ୍ ପ୍ଲାଜାରେ ଫାସଟାଗ୍ ବ୍ୟବସ୍ଥାରେ କୋହଳ । ଅତ୍ୟଧିକ ଟଙ୍କା କାରବାର ଯୋଗୁ ମାସେ ପାଇଁ ନିୟମ କୋହଳ କଲା NHAI ।...
ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମହିଳା ଏଣ୍ଟରପ୍ରିନିୟରସିପ୍ କମିଟିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ଅଛନ୍ତି ୪୦ ଜଣ ମହିଳା ଉଦ୍ୟୋଗୀ...
ରାଉରକେଲା: RSPକୁ ବେଆଇନ୍ ଭାବେ ଟ୍ରକ୍ ଓ ଟ୍ରେଲର ଜବତ ଘଟଣା । ଚୋରି ରାକେଟରେ ସମ୍ପୃକ୍ତ ଥିବା ୫ ଜଣ ଗିରଫ । ମୁଖ୍ୟ ଜଣେ...
ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ବସିବ ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ପଦୋନ୍ନତି ଅଦାଲତ ବସିବ । ଯୋଗ୍ୟ ଥାଇ...
ଦିଗପହଣ୍ଡି: ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ । ଗାଁ ଦୋକାନ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଅଭିଯୋଗ । ଗୁରୁତର ଅଜିତ ନାୟକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ...
ମାଲକାନଗିରି: କୋରାପୁଟ ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୂଜାରୀଗୁଡ଼ା ଜଙ୍ଗଲରେ ଗୁଳିବିନିମୟ । ଡିଭିଏଫ-ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ...
ନୂଆଦିଲ୍ଲୀ: ୨୦୧୨ 'ନିର୍ଭୟା' ମାମଲା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା । ଦୋଷୀ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛି । ଆଜି...
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଭାରତରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ।