ତାଜା ଖବର ଇନ୍ଦୋର ଷ୍ଟାଡିୟମରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶର ନିଷ୍ପତ୍ତି । November 14, 2019 ')}
ତାଜା ଖବର ରାଉରକେଲା: ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତିବାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ପଦ୍ମନାଭଙ୍କୁ ପଚରାଉଚରା କରୁଛି ସୁନ୍ଦରଗଡ଼ ସଦର ଥାନା ପୋଲିସ । November 13, 2019 ')}
ତାଜା ଖବର ଦୁର୍ଦ୍ଦାନ୍ତ ଅପରାଧୀ ଗୁଗୁ ଓରଫ ଶୁବାଶିଷ ଖୁଣ୍ଟିଆ ବିରୋଧରେ NSA । ଜାତୀୟ ନିରାପତ୍ତା ଆଇନ୍ ଲଗାଇଲା କଟକ କମିଶନରେଟ୍ ପୋଲିସ । ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ବହୁ ମାମଲାରେ ସମ୍ପୃକ୍ତ ଗୁଗୁ । ୨୦୦୮ରେ ଗୁଗୁକୁ ଏନକାଉଣ୍ଟର କରିଥିଲା ପୋଲିସ । November 13, 2019 ')}
ତାଜା ଖବର ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଧାୟକଙ୍କ ଅଯୋଗ୍ୟ ଘୋଷିତ ମାମଲା । ବିଚାରପତି ଏନ.ଭି ରମଣା କହିଲେ, ଉପନିର୍ବାଚନ ଲଢ଼ିପାରିବେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକ। ଡିସେମ୍ବର ୫ରେ ୧୫ଟି ଆସନରେ ହେବାକୁ ଅଛି ଉପ ନିର୍ବାଚନ । November 13, 2019 ')}
ତାଜା ଖବର ଭୁବନେଶ୍ୱର : ଏଣିକି ମାସିକ ରିପୋର୍ଟ ଦେବେ ବିଜେଡି ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରେ କଣ କାମ କରୁଛନ୍ତି ସେ ନେଇ ରିପୋର୍ଟ ଦେବେ। ପ୍ରତି ଦୁଇମାସକୁ ଥରେ ଦେବେ ରିପୋର୍ଟ । ଏଥିପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ଶତପଥି, ଉଷା ଦେବୀ ଓ କିଶୋର ମହାନ୍ତି ଅଛନ୍ତି । November 13, 2019 ')}
ତାଜା ଖବର ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ପ୍ରଶ୍ନକାଳ ବାତିଲ୍ କରି ମୂଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିବାକୁ ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଯାଏଁ ମୁଲତବୀ କରାଯାଇଥିଲା । November 13, 2019 ')}
ତାଜା ଖବର ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । November 13, 2019 ')}