ତାଜା ଖବର ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କାଲି ତ୍ରିଶୂଳିଆ ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡିଥିଲେ ଯୁବକ । କାଠଯୋଡ଼ି ନଦୀ ଗର୍ଭରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ମୃତକ ଦେବବ୍ରତ ମାଝି,ଘର ରାଜଧାନୀ ଉପକଣ୍ଠ ଗାଡ଼କଣରେ । October 23, 2019 ')}
ତାଜା ଖବର କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପ୍ରସ୍ତୁତି । NDRFର ୧୫୦ ଜଣ ଯବାନଙ୍କୁ କେରଳ ପଠାଇଲା ଓଡ଼ିଶା । ବୋଟ୍, କଟର ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ପଠାଗଲା NDRF ଟିମ୍ । October 22, 2019 ')}
ତାଜା ଖବର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ମାମଲା । ଉଚ୍ଛେଦ ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ତିନି ଜଣିଆ ଖଣ୍ଡପୀଠଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । October 22, 2019 ')}
ତାଜା ଖବର ଭୁବନେଶ୍ୱର IIT କ୍ୟାମ୍ପସରେ ଛାତ୍ର ଆତ୍ମହତ୍ୟା ! ମୃତ ଛାତ୍ରର ନାଁ ଚିରାଗ ଜୌନ୍ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । October 22, 2019 ')}
ତାଜା ଖବର ବ୍ୟାଙ୍କ ସେବା ଠପ୍ । ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା । ପ୍ରଭାବିତ ହେବ ଏଟିଏମ ସେବା । October 22, 2019 ')}
ତାଜା ଖବର କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ: ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଗୋବର୍ଦ୍ଧନ ମଠ ଦେବୋତ୍ତର ଆଇନରୁ ମୁକ୍ତ ହେବା ପ୍ରସଙ୍ଗ । ସରକାର ଖୁବଶୀଘ୍ର ନିଷ୍ପତ୍ତିକୁ ଲାଗୁ କରନ୍ତୁ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଠର ସମସ୍ୟା ଅନୁଧ୍ୟାନ କରିବାକୁ ଦିଆଯାଉ । October 22, 2019 ')}
ତାଜା ଖବର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ,୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା । ୨୩ ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । October 22, 2019 ')}
ତାଜା ଖବର ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ୨୩ ରୁ ୨୫ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । October 22, 2019 ')}
ତାଜା ଖବର ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଦିବ୍ୟ ବିହାର ଲେନରେ ବୃଦ୍ଧ ଦଂପତ୍ତିଙ୍କୁ ବାନ୍ଧି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ। ବ୍ୟାଙ୍କ ମ୍ୟାନେଜର ବିଷ୍ଣୁ ଚରଣ ପଲାଇଙ୍କ ଘରୁ ଲୁଟ୍ ସୂଚନା । October 22, 2019 ')}
ତାଜା ଖବର ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ ପ୍ରସଙ୍ଗ । ଭାଇରାଲ ଭିଡିଓ ଫୁଟେଜ ଯାଂଚ କରିବାକୁ ନିର୍ଦେଶ । ଯାଂଚ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୂଚନା । October 22, 2019 ')}