LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7713
ଦେବ ଉତଥାପନ ଏକାଦଶୀରେ ଏହି କାର୍ଯ୍ୟ କଲେ ନାରାଜ ହୋଇପାରନ୍ତି ଭଗବାନ ବିଷ୍ଣୁ
ଜୀବନଚର୍ଯ୍ୟା
Nandighosha Tv
-
November 7, 2019
0
‘ବୁଲବୁଲ୍’ ପାଇଁ ୨ ଦିନ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନୱାଡ଼ି
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 7, 2019
0
କେନ୍ଦ୍ରାପଡ଼ା: କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଯୌନ ନିର୍ଯାତନା ମାମଲା । ଅଭିଯୁକ୍ତ ପ୍ରମୋଦ ସାହୁଙ୍କ ଜlମିନ୍ ଆବେଦନ ଖାରଜ କଲେ ଜିଲ୍ଲା ଜଜ କୋର୍ଟ । ୪ ତାରିଖରେ ଗିରଫ ପରେ ଏବେ ବାରିମୂଳ ଜେଲରେ ଅଛନ୍ତି ପ୍ରମୋଦ ।
ତାଜା ଖବର
Nandighosha Tv
-
November 7, 2019
0
ଅନୁଗୁଳ: ବଅଁରପାଳ ଥାନା ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ । ଥର୍ମାଲ ହାଟରୁ ବ୍ୟବସାୟ ସାରି ଫେରିବା ବେଳେ ଗୁଳିମାଡ଼ । ୨ ରାଉଣ୍ଡ ଗୁଳି କରି ବିପିନ ବିହାରୀ ନାହାକଙ୍କ ଦୁଇ ହାତକୁ ହାଣିଦେଲେ ଦୁର୍ବୃତ୍ତ । କିଛି ଲୁଟ୍ ହୋଇନଥିବା ସୂଚନା ।
ତାଜା ଖବର
Nandighosha Tv
-
November 7, 2019
0
କୋଟିଆରେ ଖୁବ୍ ଶୀଘ୍ର ସ୍ଥାପନ ହେବ ଥାନା
ଓଡ଼ିଶା
Nandighosha Tv
-
November 7, 2019
0
ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ଖଣ୍ଡଗିରି ସରକନ୍ତରାରେ ବାପ, ପୁଅଙ୍କୁ ଗୁଳିମାଡ଼ । ଉଭୟ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ । ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ ସୂଚନା ।
ତାଜା ଖବର
Nandighosha Tv
-
November 7, 2019
0
କେନ୍ଦ୍ରାପଡ଼ା: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୮ ଓ ୯ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ।
ତାଜା ଖବର
Nandighosha Tv
-
November 7, 2019
0
୧୨ ଘଣ୍ଟାରେ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ ‘ବୁଲବୁଲ’, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 7, 2019
0
ବାତ୍ୟା ‘ବୁଲବୁଲ’ ନେଇ ଏନଡିଆରଏଫ ଡିଜି ଏସ୍.ଏନ୍. ପ୍ରଧାନଙ୍କ ସୂଚନା । ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରଭାବ ପଡ଼ିବ । ୨ ରାଜ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ।
ତାଜା ଖବର
Nandighosha Tv
-
November 7, 2019
0
ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍’ ପାଇଁ ଶୁକ୍ରବାର ଓ ଶନିବାର ୨ ଦିନ ଧରି ସ୍କୁଲ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ପୁରୀ, ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ।
ତାଜା ଖବର
Nandighosha Tv
-
November 7, 2019
0
1
...
7,712
7,713
7,714
...
7,833
Page 7,713 of 7,833