spot_img

Web Admin

2415 POSTS

Exclusive articles:

ଅପେକ୍ଷାର ଅନ୍ତ, ୩୧ ସୁଦ୍ଧା ମାଟ୍ରିକ୍‌ ଫଳାଫଳ

ଭୁବନେଶ୍ୱର: ଆଗାମୀ ୩୧ ତାରିଖ ସୁଦ୍ଧା ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ । ଏନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ରେଜଲ୍ଟ...

ବିନା ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ୨୫.୭.୨୦୨୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ମନ୍ତ୍ରୀ...

ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ…

ରାଉରକେଲା: ପୁଣି ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ । ରାଜଗାଙ୍ଗପୁର ଫାଟକ ନିକଟରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନତ୍ୟୁତ ହୋଇଯାଇଛି...

କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା

ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନ...

ନନ୍ଦିଘୋଷଟିଭି ପ୍ରଭାବ, ଚାଉଳରେ ପୋକ ସାଲୁବାଲୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ..

ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

Breaking

ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ଟ୍ୱିନ୍ ସିଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଅଟୋ ସେବା

ନନ୍ଦିଘୋଷ ବ୍ୟୁରୋ; ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବନ୍ଦ ରହିବ...

କୋଲକାତା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଶିଶୁ ସମେତ ୯ ମୃତ

ନନ୍ଦିଘୋଷ ବ୍ୟୁରୋ; କୋଲକାତା ନିଉ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟରେ...

MMDR ବିଲ୍‌କୁ ନେଇ ବର୍ଷିଲେ ନବୀନ, କହିଲେ- ‘ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ ଦେବୁନି’

ନନ୍ଦିଘୋଷ ବ୍ୟୁରୋ; MMDR ସଂଶୋଧିତ ବିଲ୍‌କୁ ନେଇ ବିରୋଧୀ ଦଳ ନେତା...

ଯାଜପୁରରେ ବନ୍ୟା ସ୍ଥିତି ସଙ୍ଗୀନ, ୩.୯୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ; ଯାଜପୁରରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ...