spot_img

Sushanta Kumar Sahoo

4393 POSTS

Exclusive articles:

ଲଦାଖ ନିକଟରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ଚୀନ, ରାତିରେ କରୁଛି ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ପୁଣି ଦୁଃସାହସ ଦେଖାଉଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ଓ ଲଦାଖ ନିକଟ ଶିନଜିୟାଙ୍ଗ ମିଲିଟ୍ରି ଡିଷ୍ଟ୍ରିକ୍ଟର ଉଚ୍ଚ ସ୍ଥାନରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନ ଅଭ୍ୟାସ...

ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍

ନୂଆଦିଲ୍ଲୀ: ଆରମ୍ଭ ହେବ ଅନଲାଇନ୍ ଅଫରର ମେଳା । ମିଳିବ ବିଗ୍ ଡିସକାଉଣ୍ଟ । ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍ ଆରମ୍ଭ ହେବ । ଏହି ସେଲରେ ପ୍ରତିଟି...

କୋଭିସିଲ୍ଡକୁ ବ୍ରିଟେନ୍ ମାନ୍ୟତା ନଦେବା ପ୍ରସଙ୍ଗ, ଭାରତ ଦେଲା ଚେତାବନୀ

ନୂଆଦିଲ୍ଲୀ: ଭେଦଭାବ ସୃଷ୍ଟି କରୁଛି ବ୍ରିଟେନ୍ । କରୋନା ଟିକା କୋଭିସିଲ୍ଡକୁ ଦେଉନି ମାନ୍ୟତା । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ବ୍ରିଟେନକୁ ଚେତାବନୀ ଦେଇଛି । କୌଣସି ସମାଧାନର ବାଟ...

୨୭ ବର୍ଷିଅ ସନା ରାମଚନ୍ଦ୍ର ଗୁଲୱାନି ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଅଧିକାରୀ

ଇସଲାମାବାଦ: ପାକିସ୍ତାନର ସବୁଠୁ କଠୋର ପରୀକ୍ଷାରେ ଇତିହାସରେ ପ୍ରଥମ ଥର ପାଇଁ ସଫଳ ହୋଇଛନ୍ତି ଜଣେ ହନ୍ଦୁ ଝିଅ । ୨୭ ବର୍ଷିଅ ଡକ୍ଟର ସନା ରାମଚନ୍ଦ୍ର ଗୁଲୱାନି ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍...

ବ୍ରିଟେନର ଭ୍ୟାକ୍ସିନ୍ ନୀତିକୁ ନେଇ ଭାରତ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୪ରୁ ବ୍ରିଟେନ କରୋନା ଭ୍ୟାକ୍ସିନକୁ ନେଇ ଲାଗୁ କରିବାକୁ ଯାଉଛି ନୂଆ ନୀତି । ଯାହାକୁ ନେଇ ଅରାଜି ହୋଇଛି ଭାରତ । ବ୍ରିଟେନ୍ ବିଦେଶ ସଚିବଙ୍କ ସହ ଆଲୋଚନା...

Breaking

ବିନା ଲାଇସେନ୍ସରେ ଚାଲିଥିଲା ବେଆଇନ ଔଷଧ ଦୋକାନ: ପର୍ଦ୍ଦାଫାସ କଲା ଡ୍ରଗ୍ସ ସ୍କ୍ବାଡ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ମଝିରେ ବିନା ଲାଇସେନ୍ସ ରେ ବେଧଡକ...

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ: ଟୋକନ ମିଳିନଥିବାରୁ ଧାନ ବିକ୍ରି ହୋଇପାରିନି

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ । ଆଜି ପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ...

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର: ଭୋଗରାଇ ଅଞ୍ଚଳରୁ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ବ୍ରାଉନ ସୁଗାର ଡ଼ିଲ ବେଳେ ମାଡ଼ି ବସିଲା ଅବକାରୀ ଟିମ ।...

ପାରଦ ତଳ ମୁହାଁ ଯୋଗୁଁ ପ୍ରବଳ ଶୀତ ଅନୁଭୂତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସମେତ ସମସ୍ତ ଅଞ୍ଚଳରେ ଶୀତର ପ୍ରକୋପ...