spot_img

Soumya shrikanta patra

2622 POSTS

Exclusive articles:

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବାଇକ, ଦୁଇ ବାଇକ ଆରୋହି ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମାଦିନାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ କୁଟିକିଆ ଅଞ୍ଚଳର ସୁନିଲ ଦିଗାଳ ଓ ସୁମନ୍ତ...

କାଳିଆକୁ ଦେଖିବା ଲାଗି ସମ୍ବଲପୁରରୁ ପୁରୀ ୩୩୯ କିଲୋମିଟର ଚାଲି ଚାଲି ଆସିଲେ ଏହି ଭକ୍ତ

ପୁରୀ: ମନରୁ ଥରୁଟିଏ ହେ ମହାପ୍ରଭୁ କାଲିଆ ସାଆନ୍ତ ଡାକିଦେଲେ ସବୁ ଅସମ୍ଭବ ସମ୍ବବରେ ପରିଣତ ହୋଇଯିବ। ମନର ଠାକୁର ମନୁଆ ମନକଥା ସବୁ ବୁଝେ। ସେଥିପାଇଁ ତ ସେ ଜଗତର ନାଥ...

ରାଜ୍ୟରେ ବଢ଼ିବାରେ ଲାଗିଛି ଟିକା ସଂକଟ, ଆଜି ବି ୧୦ ଜିଲ୍ଲାରେ ବନ୍ଦ ଟିକାକରଣ

ଭୁବନେଶ୍ୱର: ଆଜି ବି ରାଜ୍ୟର ୧୦ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ। କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆସନ୍ତା ୧୫ରେ କେନ୍ଦ୍ର ସରକାର କୋଭିସିଲଡ...

ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ରାଜନୀତି

ନୂଆଦିଲ୍ଲୀ: ସାମ୍ବିଧାନିକ କାରଣ ପାଇଁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ହୋଇଛି ରାଜନୀତି। ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ଖୁବ ଶୀଘ୍ର...

ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଲୁହାପଥର ଖଣି ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ପ୍ରୋକ୍ଲିନ ମେସିନ ସମେତ ୬ଟି ଗାଡ଼ି ଜାଳି ଦେଇଛନ୍ତି ମାଓବାଦୀ। ପୋଲିସ ପହଞ୍ଚିବା...

Breaking

ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ: ସରକାରୀ କାର୍ଯ୍ୟଦିବସ ଯୋଗୁଁ ଲୋକସେବା ଭବନରେ ଭିଡ଼

ଇଂରାଜୀ ନବ ବର୍ଷ ୨୦୨୬ର ପ୍ରଥମ ଦିନ। ସରକାରୀ କାର୍ଯ୍ୟଦିବସ ଯୋଗୁଁ...

ଭକ୍ତଙ୍କୁ ଭରସା କେନ୍ଦ୍ରୀୟ ନେତା: ପ୍ରିୟଙ୍କା, ରାହୁଲଙ୍କୁ ଆଣି ବଢାଇବେ ବଳ

ଭକ୍ତଙ୍କୁ ଭରସା କେନ୍ଦ୍ରୀୟ ନେତା । ପ୍ରିୟଙ୍କା, ରାହୁଲଙ୍କୁ ଆଣି ବଢାଇବେ...

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କମି କମି ଯାଉଛି ଧାନ ସଂଗ୍ରହ

ଧାନ ସଂଗ୍ରହ କୋଲାପ୍ସ । ବିଜେପି ସରକାରରେ କମିଛି ଧାନ କିଣା...

ନିଆଁରେ ଘିଅ ଢାଳିଲେ ମନ୍ତ୍ରୀ: ୫ ତାରିଖରୁ ତୀବ୍ର ହେବ ଡାକ୍ତରଙ୍କ ଆନ୍ଦୋଳନ

ସାରା ରାଜ୍ୟରେ ଓମସା ଡାକ୍ତରଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିଛି ।...