spot_img

sitakanta dash

15279 POSTS

Exclusive articles:

Gold Price Today: ଆଠ ମାସରେ ବସୁଠୁ ଶସ୍ତା ହେଲା ସୁନା, ଏଯାବତ କମିଳାଣି ୯୪୦୦ ଟଙ୍କା

ନୂଆଦିଲ୍ଲୀ: Gold Price Rate: ପୁଣି କମିଲା ସୁନା ଦର । ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଅପେକ୍ଷା କରନ୍ତୁ ନାହିଁ । ତୁରନ୍ତ କିଣନ୍ତୁ । ଦୀର୍ଘ...

ପୁଣି ଚର୍ଚ୍ଚାରେ ରାଜ୍ୟ, ଟିକାକାରଣରେ ଦେଶରେ ଆଗୁଆ ରହିଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କରୋନା ଟିକାକରଣ। କରୋନା ସଂଖ୍ୟା ଏବେ ରାଜ୍ୟରେ ତଳମୁହାଁ ହୋଇଛି। ତେବେ ପୂର୍ବରୁ ଅନେକ ଥର କରୋନା ଯୁଦ୍ଧରେ ରାଜ୍ୟ ସରକାର ବିଶ୍ୱ ଦରବାରରେ ପ୍ରଶଂସା ହାତେଇଛନ୍ତି। ପୁଣି...

ସରିଲା ସର୍ବଦଳୀୟ ବୈଠକ, ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବିଧାନସଭା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ  ବସିବାକୁ ଯାଉଛି ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ବିଧାନସଭାର କନଫରେନ୍ସ ହଲରେ ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ। ତେବେ...

ବଜେଟ୍ ଅଧିବେଶନରେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବିଭିନ୍ନ ସଂଗଠନ ଧାରଣା…

ଭୁବନେଶ୍ୱର: କାଲିଠୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ସିସିଟିଭି ସ୍କାନରରେ...

ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ପରେ ନିଲମ୍ବିତ ହେଲେ ଇନ୍ସପେକ୍ଟର

ରାଉରକେଲା: ରାଉରକେଲା ସହରର ଉଦିତନଗର ଥାନାରେ ଜଣେ ନାବାଳକଙ୍କୁ ତିନି ଜଣ ପୋଲିସ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜଣେ ସବ ଇନ୍ସପେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି।...

Breaking

ବିମାନ ଦୁର୍ଘଟଣା: ୨ଟି ଦେଶ, ୨ଟି ଦୁର୍ଘଟଣା ଆଉ ୨୫ ଜୀବନ ଶେଷ!

ରବିବାର ଦିନ ବିଶ୍ୱର ଦୁଇଟି ଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର।...

ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ ; କଥାବାର୍ତ୍ତା ବନ୍ଦ କରିଦେବାରୁ ଯୁବତୀଙ୍କୁ ହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ : ପୁରୁଷ ବନ୍ଧୁଙ୍କ ସହ କଥାବାର୍ତ୍ତା ନହେବାରୁ ଯୁବତୀଙ୍କ...

କୂଳଲଙ୍ଘି ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର ; ଭୟରେ ଗାଁ ଛାଡ଼ିଲେଣି ଲୋକେ

ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରରେ ଲୀନ ହେବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର...

ଦୁର୍ବଳ ମୌସୁମୀ ଯୋଗୁଁ ଆକାଶରୁ ମେଘ ଗାଏବ ; କରଜ କରି ଧାନ ବୁଣିବା ପରେ ଆକାଶକୁ ଚାହିଁ ରହିଛି ଚାଷୀ

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ପଟେ ଧାନକିଣା ଅବ୍ୟବସ୍ଥା, କଟନୀଛଟନୀ ଯୋଗୁଁ...