spot_img

sitakanta dash

15279 POSTS

Exclusive articles:

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଭାବିଚିନ୍ତି କଥା କୁହନ୍ତୁ, ହୋଇପାରେ ସମ୍ମାନହାନୀ

ଆଜିର ପଞ୍ଚାଙ୍ଗ: ଆଜି ମାର୍ଚ୍ଚ ୨୩ ତାରିଖ, ୨୦୨୧, ମଙ୍ଗଳବାର ମୀନ ୧୦ ଦିନ ୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ଫାଲ୍‌ଗୁନ୍‌ ମାସ ଶୁକ୍ଳପକ୍ଷ ଦିନ ୧୦ଟା୧୧ ମିନିଟ୍ ପର୍ଯ୍ୟନ୍ତ ନବମୀ ଏହା ପରେ...

୧୯୨୧ ମସିହା ଆଜିର ଦିନରେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର: ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଜାତିର ପିତା ମହାତ୍ମା...

ଗାଁରେ କୋଭିଡ ପରିଚାଳନା କମିଟିକୁ ସକ୍ରିୟ କରାଯିବ:SRC

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନର କରୋନାରୁ ତ୍ରାହି ପରେ ପୁଣି ଡ଼ରାଇବା ଆରମ୍ଭ କଲାଣି ଅଦୃଶ୍ୟ ରାକ୍ଷସ। ପ୍ରଥମେ କଟକର କଲେଜ, ଆଶ୍ରମ ଏବଂ...

ରାଜ୍ୟସଭାରେ ସସ୍ମିତ ଉଠାଇଲେ ବଳକା ଚାଉଳ ପ୍ରସଙ୍ଗ; କହିଲେ ତୁରନ୍ତ ଉଠାଯାଉ ବକେୟା ଚାଉଳ

ଭୁବନେଶ୍ବର: ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ...

ଏକ କିଲୋ ମାଂସ ପ୍ରସ୍ତୁତ ପାଇଁ ଯେତିକି ପାଣି ଖର୍ଚ୍ଚ ହୁଏ, ସେତିକିରେ ଜଣେ ବର୍ଷେ ଗାଧୋଇ ପାରିବେ !

ନୂଆଦିଲ୍ଲୀ: ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ ପାଇଁ ଜାତିସଂଘ ଉଦ୍ୟମରେ ଏହା ୧୯୯୩ ମସିହାରୁ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ଥିମ୍ ହେଉଛି ‘ପାଣିର ମହତ୍ୱ’...

Breaking

ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ଟକ୍କର !

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍...

ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଲିଭାଇବାକୁ ୨୧ଟି ଅଗ୍ନିଶମ ଗାଡ଼ି ନୟାନ୍ତ !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମାୟାପୁରୀ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ରାତି...

କଟକରେ ମିନି ବାଲିଯାତ୍ରା !

କଟକ: ସରିଛି ଦଶହରା । ମେଲାଣି ନେଇଛନ୍ତି ମାଆ । ହେଲେ...

କୋଟିଆ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ...