ବଦଳିଲେ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ । ଗୋଆର ନୂଆ ରାଜ୍ୟପାଳ ଭାବେ ସତ୍ୟପାଲଙ୍କୁ ଦାୟିତ୍ୱ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ରାଜ୍ୟପାଳ ମଲ୍ଲିକ ବେଶ୍ ଚର୍ଚ୍ଚାରେ ଥିଲେ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.