ଜାତୀୟ ଚୀନ ମେଡିକାଲରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଛି କଇଁଛ ମାଂସ, ଜାଣନ୍ତୁ କଣ ରହିଛି କାରଣ ? February 8, 2020 ବେଜିଂ: ମହାମାରୀ କରୋନାକୁ ନେଇ ଥରୁଛି ଚୀନ । ଆଶା ଆଶଙ୍କାରେ ବିଶ୍ୱ । ମୁକାବିଲା ପାଇଁ ସମସ୍ତେ ଖୋଜୁଛନ୍ତି ମହୋଷଧୀ । ଅନ୍ୟପଟେ କରୋନା ଭାଇରସରେ...