spot_img

Latest Posts

ପୁରୀ ଯାଇ ଜଗନ୍ନାଥ ଦର୍ଶନ କଲେ ପାଣ୍ଡିଆନ

ପୁରୀ: ଜଗନ୍ନା୍ଥ ଦର୍ଶନ ପାଇଁ ପୁରୀ ଗଲେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ସେ ପତ୍ନୀଙ୍କ ସହ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ପୁରୀ ପହଞ୍ଚି ଶ୍ରୀମନ୍ଦିର ଯାଇଥିବା ବେଳେ ଭିତର ବେଢା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି।ସାଙ୍ଗରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତିକାୟନ ପାଣ୍ଡିଆନ ଆସିଥିଲେ।

Latest Posts

Don't Miss