ପ୍ରତିବର୍ଷ ଦେଢ କୋଟି ଲୋକଙ୍କ ଜୀବନ ନେଉଛି ଷ୍ଟ୍ରୋକ୍: ଜାଣନ୍ତୁ କିଭଳି ରହିବେ ସୁସ୍ଥ ?
1 min readବର୍ତ୍ତମାନ ସମୟରେ ଷ୍ଟ୍ରୋକ୍ ଏକ ଗମ୍ଭୀର ସମସ୍ୟା ରୂପେ ଛିଡା ହୋଇଛି। ଏହା କାହାକୁ କୈାଣସି ସମୟରେ ବି ହୋଇପାରେ । ଷ୍ଟ୍ରେ।କ୍ କାରଣରୁ ଅନେକ ଲୋକ ବିକଳାଙ୍ଗ ହେବା ସହ ଜୀବନ ବି ଯାଉଛି । ଓ୍ବାର୍ଲଡ ଷ୍ଟ୍ରେ।କ୍ କ୍ୟାମ୍ପେନର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ଦେଢ କୋଟି ଲୋକ ଷ୍ଟ୍ରେ।କ୍ ର ଶୀକାର ହେଉଛନ୍ତି । ମସ୍ତିସ୍କର କୋଷ ଗୁଡିକରେ ଠିକ ଭାବେ ରକ୍ତ ସଂଚାଳନ ନହେବା ଏବଂ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ନମିଳିବା ଫଳରେ ମଣିଷ ଷ୍ଟ୍ରେ।କର ଶୀକାର ହୋଇଥାଏ । ତେବେ ଆପଣ ଷ୍ଟ୍ରୋକ୍ରୁ ନିଜକୁ କିଭଳି ଦୂରେଇ ରଖିବେ କିଛି ଉପାୟ ଜାଣି ରଖନ୍ତୁ।
ଷ୍ଟ୍ରୋକ୍ ରୁ ବଞ୍ଚିବାର ଉପାୟ:
1. ବ୍ଲଡ ପ୍ରେସରର ନିୟନ୍ତ୍ରଣ ରକ୍ଷା କରନ୍ତୁ ଓ ଏହାର ନିୟମିତ ଯାଞ୍ଚ କରନ୍ତୁ।
2.ଧୁମ୍ରପାନ ଓ ନିଶା ସେବନରୁ ନିଜକୁ ଦୁରେଇ ରଖନ୍ତୁ ।
3.କୋଲେଷ୍ଟ୍ରଲ ଯ଼ୁକ୍ତ ଖାଦ୍ୟରୁ ଦୁରେଇ ରୁହନ୍ତୁ ,ଏହା ଦ୍ଵାରା ଷ୍ଟ୍ରେ।କର ଆଶଙ୍କା ଅଧିକା ଥାଏ ।
4.ସପ୍ତାହକୁ ଅତିକମରେ 5 ଦିନ 30 ମିନିଟ ଲେଖା ଓ୍ବାର୍କ ଆଉଟ୍ କରନ୍ତୁ ।
5.ଫଳ ଏବଂ ଗ୍ରୀନ୍ ଭେଜିଟେବଲ୍ ଅଧିକ ଖାଆନ୍ତୁ ।
6.ଶରୀରରେ ବଢୁଥିବା କ୍ୟାଲୋରୀକୁ ବର୍ଣ୍ଣ କରିବାକୁ କୈାଣସି ନା କୈାଣସି ଶାରୀରିକ କସରତ କରନ୍ତୁ । ')}