YouthRescused

ନୟାଗଡ଼: ମାଛ ଧରିବାକୁ ଯାଇ ଫସିଗଲେ ଯୁବକ । ନଈରେ ବଢ଼ି ପାଣି ଆସିବାରୁ ଫସିଗଲେ । ଗଛରେ ନେଲେ ଆଶ୍ରୟ, ଉଦ୍ଧାର କଲା ଅଗ୍ନିଶମ ବାହିନୀ...