ଓଡ଼ିଶା ତାଜା ଖବର ମୁଖ୍ୟ ଖବର ମୌସୁମୀ ବର୍ଷାରେ ତେଲକୋଇ ପୋଲ ଉପରେ ଚାଲିଲା ୨ ଫୁଟ୍ ଉଚ୍ଚର ପାଣି June 25, 2023 କେନ୍ଦୁଝର: ମୌସୁମୀ ବର୍ଷାରେ କେନ୍ଦୁଝର ତେଲକୋଇରେ ପୋଲ ଉପରେ ଚାଲିଲା ୨ ଫୁଟ୍ ଉଚ୍ଚର ପାଣି । ପ୍ରବଳ ବର୍ଷା ଫଳରେ ଗୋଟିଏ ପଞ୍ଚାୟତର ୬ଟି ଗାଁ...