Team Odisha

1 min read

ଭୁବନେଶ୍ୱର : 'ଇଣ୍ଡିଆ ସ୍କିଲ୍ସ-୨୦୨୪'ରେ ଚମକିଲେ ଓଡ଼ିଶାର ପ୍ରତିଯୋଗୀ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୧ଟି ପଦକ...