Old Temple

ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ । ଅଥଳ ଜଳରାଶି ଭିତରେ ରହିଛି ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର । ନୟାଗଡ଼ ଜିଲ୍ଲା ମହାନଦୀ ଭିତରେ...