Odisha Achieved Milestone

1 min read

ଭୁବନେଶ୍ୱର: କରୋନା ଟେଷ୍ଟରେ ଓଡ଼ିଶାର ରେକର୍ଡ । କୋଭିଡ୍ ଟେଷ୍ଟରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି...