Konark Cancer Foundation

ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ଭରସା ସାଜିଛି କୋଣାର୍କ କ୍ୟାନସର ଫାଉଣ୍ଡେସନ। କ୍ୟାନସର ଫାଉଣ୍ଡେସନର ବାର୍ଷିକ ସମ୍ମିଳନୀରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମ୍ୟାନେଜିଂ ଟ୍ରଷ୍ଟି ଅରୁପ...