covid 19 review

ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ସଂକ୍ରମଣର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେତେକ ରାଜ୍ୟରେ କୋଭିଡ୍ ସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି।...