ମୁଖ୍ୟ ଖବର

ଭୁବନେଶ୍ୱର: ବାହାନଗୀ ଟ୍ରେନ୍ ଦୁର୍ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ...

1 min read

ବାଲେଶ୍ୱର: ବାହାନଗାରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତା ବାନାର୍ଜୀ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟରେ କଥା କଟାକଟି । ମୃତ୍ୟୁ ସଂଖ୍ୟାକୁ ନେଇ ମମତା ବାନାର୍ଜୀ-ଅଶ୍ବିନୀ ବୈଷ୍ଣବଙ୍କ...

1 min read

ଭୁବନେଶ୍ୱର: ବାହାନଗାରୁ ଆସୁଛି ବେଦନା ଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ନେଇଛି...

1 min read

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଲାଇନଚ୍ୟୁତ ଘଟଣା । ବାତିଲ ହେଲା ୧୧ଟି ଟ୍ରେନ୍ । ଭୁବନେଶ୍ବର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡା-ଭୁବନେଶ୍ବର ଜନ ଶତାବ୍ଦୀ ଏକ୍ସପ୍ରେସ୍, ପୁରୀ-ହାୱଡ଼ା...

ଭୁବନେଶ୍ୱର: ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ବର୍ତ୍ତମାନ ଆଉ କୌଣସି ଆହତ ମେଡିକାଲକୁ ଆସୁ ନାହାନ୍ତି । ଆହତଙ୍କ...

1 min read

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା...

ଚେନ୍ନାଇ: ବାଲେଶ୍ୱର ବାହାନଗା ଭୀଷଣ ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ପାଳନ ହେଉଛି । ରାଜ୍ୟବ୍ୟାପି ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ...

ବାଲେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।...

ଭୁବନେଶ୍ୱର: ଟ୍ରେନ୍ ଦୁଘର୍ଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ । ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ । ଶୋକ ପାଳନ ନେଇ...

ବାଲେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।...