ମୁଖ୍ୟ ଖବର

ଭୁବନେଶ୍ୱର: ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି ।...

ଟୋକିଓ: ଜାପାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସୂଚନା ମିଳିଛି । ଜାପାନ...

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି ପାଇଁ ସାରା ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ । ଆସନ୍ତା ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା...

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ଆଜି ଶେଷ ଦିନରେ କିଛି ପ୍ରସ୍ତାବ ଆଗତ ହେବା ସହ କିଛି ପ୍ରସ୍ତାବ ପାରିତ ହୋଇପାରେ...

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ...

ଭୁବନେଶ୍ବର: ଓଲା, ଉବେର, ରାପିଡୋରେ ଲାଗିଥିବା ବାଇକ ସିଜକୁ ନେଇ ଉତ୍ତେଜନା । ଭୁବନେଶ୍ବର ଆରଟିଓ-୧ ସାମ୍ନାରେ ଉତ୍ତେଜନା । ଏହି ସଂସ୍ଥା ଗୁଡିର ୧୬ଟି ବାଇକକୁ...

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କ ବିରୋଧରେ ନୁହେଁ, ଏହା ବିରୋଧୀଙ୍କ ଫ୍ଲୋର ଟେଷ୍ଟ ।...

ଚେନ୍ନାଇ: ସାଉଥରେ ପୁଣି ରଜନୀକାନ୍ତ କ୍ରେଜ । ଥଲାଇବାଙ୍କ ନୂଆ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ...

ବେଙ୍ଗାଲୁରୁ: ନୀଳ ପୃଥିବୀ ପୃଷ୍ଠ ଉପରେ ଶୁଭ୍ର ଭସା ବାଦଲର ଚାଦର । ଖୁବ ଆକର୍ଷଣୀୟ ଦିଶୁଛି ଧରିତ୍ରୀ  । ୧୪ ଜୁଲାଇରୁ ଜହ୍ନ ରାଇଜକୁ ଯାତ୍ରା...

ଭୁବନେଶ୍ବର: ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ବି ମିଳିବ ମାଗଣା ପାଠ୍ୟପୁସ୍ତକ । 5T ଉପକ୍ରମରେ ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ...