ଓଡ଼ିଶା

ସମ୍ବଲପୁର: ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି । ଖୋଲିଲା ଛତିଶଗଡ଼ର ସମୋଦା ବ୍ୟାରେଜର ୮ଟି ଗେଟ୍, ୮ଟି ଗେଟ୍ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି ।...

ଜଗତସିଂହପୁର: ବିନା କୋଚିଂରେ ଓଏଏସ୍ ହେଲେ ଜଗତସିଂହପୁରର ସମୀକ୍ଷା ନାୟକ । ସମୀକ୍ଷା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭ ତମ ରାଙ୍କ ହାସଲ କରିଛନ୍ତି ।...

ଭୁବନେଶ୍ୱର: ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ମହାନଦୀ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ବ୍ରାହ୍ମଣୀ,...

ବଡ଼ମ୍ବା: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି । ଅସ୍ଥାୟୀ ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ...

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୨୧ ଫୁଟ ରହିଛି...

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ...

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଦିନ ୧୧ଟା ସମୟରେ ବୈଠକ ବସିବାକୁ ଥିବା ବେଳେ ପୂର୍ବ ବିବରଣୀ...

1 min read

ଭଦ୍ରକ: ବୈତରଣୀ ବନ୍ୟାରେ ଗମ୍ଭୀର ହେଉଛି ସ୍ଥିତି । ଭଦ୍ରକ ଜିଲ୍ଲା ଧାମନଗର ଓ ଚାନ୍ଦବାଲିରେ ୨୫ ପଞ୍ଚାୟତ ଜଳବନ୍ଦୀ ହୋଇଛି । ପ୍ରାୟ ୪୦ ହଜାର...

ଭୁବନେଶ୍ୱର: ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ। ରାଜ୍ୟରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ୀବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା...

କଟକ: ମୁଣ୍ଡଳୀରେ ପିକ୍ ଛୁଇଁଲାଣି ମହାନଦୀ। ଏବେ ୯ ଲକ୍ଷ ୨୦ ହଜାର କ୍ୟୁସେକରେ ପ୍ରବାହିତ ହେଉଛି ନଦୀ ଜଳ। ଏହି ସ୍ତର କିଛି ଘଣ୍ଟା ଧରି...