ଓଡ଼ିଶା

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୋଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର...

ମାଲକାନଗିରି: ଜିଲ୍ଲାରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ...

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ଲୁକଆଉଟ ସର୍କୁଲାର ଜାରି କଲା କମିଶନରେଟ ପୋଲିସ । କଲିକତା ଯାଇଥିବା ପୋଲିସ ଟିମ୍ ସୌରିନଙ୍କୁ...

ଖୋର୍ଦ୍ଧା: ଚିଲିକାରେ ବୁଡି ଜଣଙ୍କର ମୃତ୍ୟୁ । ମୃତକ ଚିଲିକା ବ୍ଲକ ବଡକୂଳ ପଞ୍ଚାୟତ ଅଶ୍ଵରୀପାଟଣା ଗାଁର ୪୦ ବର୍ଷୀୟ ବାସୁଦେବ ନାୟକ । ଗତକାଲି ଦିନବେଳୁ...

ବରଗଡ଼: ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ଆଜି ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ କୁମୁଦିନୀ...

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ୫ ବର୍ଷ ହେଲାଣି ସରୁନି ରାସ୍ତା ମରାମତି କାମ । ଅନେକ ଜୀବନ ଗଲାଣି, ଅନେକ...

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ପ୍ରଳମ୍ବାସୁର...

1 min read

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ବଜ୍ରପାତ ସହ...

1 min read

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)...