ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଞ୍ଜୟ କୁମାର ପଣ୍ଡାଙ୍କୁ ବିଦେଶରେ ଗୁରୁଦାୟିତ୍ୱ । ସଞ୍ଜୟ କୁମାର ପଣ୍ଡାଙ୍କୁ ଭାରତର ରାଷ୍ଟ୍ରଦୂତ ଭାବେ ତୁର୍କୀରେ ନିଯୁକ୍ତି ମିଳିଛି । ନିଯୁକ୍ତି...
ଓଡ଼ିଶା
ଭୁବନେଶ୍ୱର: ଆଜିଠୁ ଯ଼ୁକ୍ତଦୁଇ ପରୀକ୍ଷା । ସବୁ ହବ୍ରେ ପହଞ୍ଚିସାରିଛି ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ । ଚଳିତବର୍ଷ ରାଜ୍ୟର ୧୧୪୩...
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଆଜି ସାଢେ୧୨ଟାରେ...
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ଗଜପତି, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ...
ଗଞ୍ଜାମ: ହିଞ୍ଜିଳି ଥାନା ସମପୁର ଗାଁରେ ଅଘଟଣ । ଡିଟୋନେଟର ଫୁଟିବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ...
ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଟ୍ରାଫିକ ଧରପଗଡ ବେଳେ ୨ କଲେଜ ବସ ସିଜ କରିଛି ଭୁବନେଶ୍ୱର ଆରଟିଓ-୧ । ବସ ଦୁଇଟି ଭୁବନେଶ୍ୱର ସ୍ଥିତ ନିଟ୍ କଲେଜର...
ଜଗତସିଂହପୁର: ଇଂଜିନିଅରିଂ ଛାତ୍ରୀଙ୍କୁ ବ୍ଲ।କମେଲିଂ ଅଭିଯୋଗରେ ଯୁବକ ଗିରଫ । ଜଗତସିଂହପୁର ତିର୍ତ୍ତୋଲ ଥାନା ସଂରାର ଶଙ୍କର ବାରିକଙ୍କୁ ଗିରଫ କରିଛି ପୋଲିସ । ଅଭିଯ଼ୁକ୍ତ ଜଣଙ୍କର...
ଭୁବନେଶ୍ୱର: ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ । ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।...
କଟକ: ଭାଇରାଲ୍ ଭୟ ମଧ୍ୟରେ ଶାନ୍ତି, ଶୃଙ୍ଖଳାର ସହ ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ମାଟ୍ରିକ୍ ମୂଲ୍ୟାୟନ ଆରମ୍ଭ ହେବ ।...
କଟକ: ପୋଖରୀରେ ଗାଧୋଇବା ବେଳେ ପାଦ ଖସିଯିବାରୁ ପାଣିରେ ବୁଡ଼ି ଦୁଇ ବାଳିକାଙ୍କ ମୃତ୍ୟୁ । କଟକ ଜିଲ୍ଲା ଭୁସ୍କା ଗଁ।ରେ ଏହି ଅଘଟଣ ଘଟିଛି ।...