ନୂଆଦିଲ୍ଲୀ: କରୋନା ସଂକଟ ବିଶ୍ୱ ମହାମାରୀରେ ରୂପ ନେଇଥିବା ବେଳେ ପ୍ରଥମ ବିଶ୍ୱ କୁହାଯାଉଥିବା ଆମେରିକା ଓ ୟୁରୋପର ନାଗରିକ ଭାରତ ଭଳି ତୃତୀୟ ବିଶ୍ୱରେ ନିଜକୁ...
ଜାତୀୟ
ଜୟପୁର: ମଣିଷକୁ ପ୍ରାଣୀମାନଙ୍କ ମଧ୍ୟରେ ପୃଥିବୀର ସବୁଠୁ ବୁଦ୍ଧିମାନ ବୋଲି କୁହାଯାଏ । ତାର ଚାଲି, ଚଳଣୀ, ବ୍ୟବହାର ମଧ୍ୟ ଅନ୍ୟ ପ୍ରାଣୀମାନଙ୍କ ଠାରୁ ଭିନ୍ନ ।...
ସିଙ୍ଗାପୁର: ମହାମାରୀ କରୋନା ମାଡ଼ରେ ଦୋହଲିଯାଇଛି ବିଶ୍ୱ । ଠପ୍ ହୋଇପଡ଼ିଛି ଜନଜୀବନ । ବନ୍ଦ ହୋଇଯାଇଛି ରୋଜଗାର । ଲକଡାଉନ ଭିତରେ ଦିନ କାଟୁଛି ଦୁନିଆ...
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦୫ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଓ ୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏଯାବତ୍...
୨୦୦୨ ମସିହାରେ ଚୀନର ଗୁଆଙ୍ଗଝୋ ପ୍ରଦେଶରେ ଗୋଟିଏ ଅଜଣା ଭାଇରସ ଆତ୍ମପ୍ରକାଶ କରିଥିଲା । ଏହାକୁ ସେତେବେଳେ ବୈଜ୍ଞାନିକ ସାର୍ସର ନାମ ଦେଇଥିଲେ । ସାର୍ସର ଅର୍ଥ...
କରୋନା ଭାଇରସକୁ ଦୃଷ୍ଟିରେ ରଖି ଆରବିଆଇ ନିକଟରେ ଲୋନର EMI ଉପରେ ମୋନାଟୋରିୟମ (ଏକ କାର୍ଯ୍ୟକଳାପର ଅସ୍ଥାୟୀ ନିଷେଧ) ଜାରି କରିଛନ୍ତି । ଯଦି ଆପଣଙ୍କ ପାଖରେ...
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଙ୍କଟ ଭିତରେ ସୁପ୍ରିମ କୋର୍ଟ ନିଜ କାର୍ଯ୍ୟ ଜାରି ରଖିଛି । କୋର୍ଟ ଭିଡିଓ କନଫ୍ରେନ୍ସିଂ ଜରିଆରେ ମହତ୍ତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର...
ମୁମ୍ବାଇ: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ...
ଗତ କିଛି ଦିନ ହେବ ଭାରତରେ ନିର୍ମିତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବିଷୟରେ ଅନେକ ଆଲୋଚନା ହେଉଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ବ୍ୟତୀତ ୩୦ ରୁ...
ନୂଆଦିଲ୍ଲୀ: ଲକ୍ଡାଉନ ଅବଧି ବଢ଼ିଲେ ଏହା ଆଇଟି କ୍ଷେତ୍ର ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ନାସ୍କମ୍ର ପୂର୍ବତନ ଅଧ୍ୟକ୍ଷ...