ହାଇଲାଇଟ୍ ସମ୍ବାଦ

ଭୁବନେଶ୍ବର: ରାଜ୍ୟ ପାଇଁ ଜାରି ହୋଇଛି ମାର୍ଚ୍ଚ ଗାଇଡଲାଇନ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ଜାରି କରିଥିବା ଗାଇଡଲାଇନରେ ଅନଲାଇନ ପରୀକ୍ଷାକୁ ମିଳିଛି ଅନୁମତି । ପୂର୍ବରୁ...

ପୁରୀ: ଶ୍ରୀକ୍ଷେତ୍ର ପୁରୀ ପାଇଁ ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ନକ୍ସା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଜାତିର ବଡ଼ ପରିଚୟ ପ୍ରଭୁ...

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢ଼େ ଗୋଟାଏରେ ଏ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି।...

ବ୍ରହ୍ମପୁର:ନିଆରା ବାହାଘର । ବ୍ରହ୍ମପୁର ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବାହାଘର ହୋଇଛି । ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ ହୋଇଛି ବାହାଘର...

ଭୁବନେଶ୍ୱର: ବିଧାନସଭାରେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ଜୋରଦାର ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।...

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ୫ ରାଜ୍ୟ ଉପରେ ନଜର । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ମହାରାଷ୍ଟ୍ର, କେରଳ,...

1 min read

ଭୁବନେଶ୍ବର: ଖରା ପାଇଁ ଖୁବଶୀଘ୍ର ମର୍ଣ୍ଣିଂ ସ୍କୁଲ । ଏ ନେଇ ଗାଇଡଲାଇନ ଜାରି କରଛନ୍ତି ଗଣଶିକ୍ଷା ବିଭାଗ । ଦିନକୁ ଦିନ ଖରା ତାତି ବଢୁଥିବାରୁ...

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର...

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କୁ ବିଧାନସଭା ନିର୍ବାଚନୀ ବୈତରଣୀ ପାର କରିବେ ଜଗତଠାକୁର...

ଭୁବନେଶ୍ୱର : ସିସୋରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି ଓପିଆଇଡି କୋର୍ଟ । ମୋଟ ଏକ କୋଟି ୮୮ ଲକ୍ଷ ୭୫ ହଜାର...